Bada Dande Ratha Chaka Ghiri Ghiri Kala
ହାଏରେ ହାଏରେ ଶ୍ରୀମନ୍ଦିର ଖାଲି ଖାଲି ଲାଗିଲା
ଏ ହେ ବଡ ଦାଣ୍ଡେ ରଥ ଚକ ଘିରି ଘିରି କଲା
ବଡ ଦାଣ୍ଡେ ରଥ ଚକ ଘିରି ଘିରି କଲା ।
ଏ ପଟେ ଘରଣୀ କାନ୍ଦୁଚି ବାହୁନୀ ସେ ପଟେ କାଳିଆ କିଛି ତ ବୁଝିନି
ନ ଦିନ ପାଇଁ ଜଗା ପରଦେଶୀ ହେଲା
ଏ ହେ ବଡ ଦାଣ୍ଡେ ରଥ ଚକ ଘିରି ଘିରି କଲା
ବଡ ଦାଣ୍ଡେ ରଥ ଚକ ଘିରି ଘିରି କଲା ।(୨)ା
ଆଗରେ ଭିଡ ପଛରେ ଭିଡ ମଝିରେ ପଣ୍ଡା ବେତ ପାହାର
ହଁ କିଏ ହସୁଛି କିଏ କାନ୍ଦୁଚି ରଥରେ ଦେଖି କଳା ଠାକୁର ।
ଅଭଡା ହାଟରେ ଉଡିଲେ କାଉଲୋ ,ଆନନ୍ଦ ବଜାରେ କାହିଁକି ଚାହୁଁଲୋ
ନଅ ଦିନ ପାଇଁ ଜଗା ପରଦେଶି ହେଲା
ହେ ବଡ ଦାଣ୍ଡେ ରଥ ଚକ ଘିରି ଘିରି କଲା
ବଡ ଦାଣ୍ଡେ ରଥ ଚକ ଘିରି ଘିରି କଲା ।(୨)ା
ଘଂଟା ବାଜୁଛି ଶଂଖ ଶୁଭୁଚି ପାଗଳ ହେଇ କିଏ ନାଚୁଚି
ହଁ କିଏ ଭକତ ଦୂରୁ ଆସିଛି ଗଡୁନି ରଥ ରହିଯାଉଚି ।
ଚନ୍ଦନ ବରଷା ବରଷି ଯାଏ ଲୋ ମାଉସୀ ମନ୍ଦିର ପାଖେଇ ଆସେଲୋ
ନଅ ଦିନ ପାଇଁ ଜଗା ପରଦେଶୀ ହେଲା
ଏ ବଡ ଦାଣ୍ଡେ ରଥ ଚକ ଘିରି ଘିରି କଲା
ବଡ ଦାଣ୍ଡେ ରଥ ଚକ ଘିରି ଘିରି କଲା ।
ହାଏରେ ହାଏରେ ଶ୍ରୀମନ୍ଦିର ଖାଲି ଖାଲି ଲାଗିଲା
ଏ ହେ ବଡ ଦାଣ୍ଡେ ରଥ ଚକ ଘିରି ଘିରି କଲା
ବଡ ଦାଣ୍ଡେ ରଥ ଚକ ଘିରି ଘିରି କଲା ।
ଏ ପଟେ ଘରଣୀ କାନ୍ଦୁଚି ବାହୁନୀ ସେ ପଟେ କାଳିଆ କିଛି ତ ବୁଝିନି
ନ ଦିନ ପାଇଁ ଜଗା ପରଦେଶୀ ହେଲା
ଏ ହେ ବଡ ଦାଣ୍ଡେ ରଥ ଚକ ଘିରି ଘିରି କଲା
ବଡ ଦାଣ୍ଡେ ରଥ ଚକ ଘିରି ଘିରି କଲା (୨)
ବଡ ଦାଣ୍ଡେ ରଥ ଚକ ଘିରି ଘିରି କଲା ।(୨)ା