Kala Kanhu Khose Malli Radha Gabhare

Gagan Bihari Jena, Panchanan Nayak, Pabitra Entertainment

ପୁ-ସଖୀ କୁଂଚି କୁଂଚି ପରବତ ଲୋ ଗୋପନଗରେ
ରାଧା ଲୁଚି ଲୁଚି ଖେଳେ ପୁଂଚି ଲୋ କାହ୍ନୁ ସାଥୀରେ ।
ସଖୀ କୁଂଚି କୁଂଚି ପରବତ ଲୋ ଗୋପନଗରେ
ରାଧା ଲୁଚି ଲୁଚି ଖେଳେ ପୁଂଚି ଲୋ କାହ୍ନୁ ସାଥୀରେ ।
ଝି-ମୁହଁ ସଂଞରେ ଫୁଲ ସେଜରେ ,ମୁହଁ ସଂଞରେ ଫୁଲ ସେଜରେ
ପୁ-କଳା କାହ୍ନୁ ଖୋସେ ମଲ୍ଲୀ ଖୋସେ ମଲ୍ଲୀ ରାଧା ଗଭାରେ
ସଖୀ କୁଂଚି କୁଂଚି ପରବତ ଲୋ ଗୋପନଗରେ
ରାଧା ଲୁଚି ଲୁଚି ଖେଳେ ପୁଂଚି ଲୋ କାହ୍ନୁ ସାଥୀରେ ।
ଗୋପ ନଗରୀକୁ ଆସିଚି ସଂଞ ଲୋ ,କୁଞରେ ଶୁଭୁଚି ପ୍ରେମର ଗୀତ
ରାଧୀକା ଓଠରେ କହ୍ନେଇ ହାତ ଲୋ ,କହ୍ନେଇ ଓଠରେ ରାଧୀକା ହାତ ।
ଗୋପ ନଗରୀକୁ ଆସିଚି ସଂଞ ଲୋ ,କୁଞରେ ଶୁଭୁଚି ପ୍ରେମର ଗୀତ
ରାଧୀକା ଓଠରେ କହ୍ନେଇ ହାତ ଲୋ ,କହ୍ନେଇ ଓଠରେ ରାଧୀକା ହାତ ।
ସଖୀ ଥୁରୁ ଥୁରୁ ମାଘ ମାସ ଲୋ ଗୋପ ନଗରେ
ରାଧା ଲୁଚି ଲୁଚି କରେ ପ୍ରୀତି ଲୋ କାହ୍ନୁ କୋଳରେ ।
ଚୁଲି ପାଖେ ରାଧା ରାନ୍ଧୁଚି ଭାତ ଲୋ ଆଖିରେ ନାଚୁଚି କହ୍ନେଇ ମୁହଁ
କହ୍ନେଇ ବଜାଏ ପ୍ରେମର ବଇଁଶୀ କେମିତି ସହିବ ରାଧାର ଦେହ ।
ଓ ଚୁଲି ପାଖେ ରାଧା ରାନ୍ଧୁଚି ଭାତ ଲୋ ଆଖିରେ ନାଚୁଚି କହ୍ନେଇ ମୁହଁ
କହ୍ନେଇ ବଜାଏ ପ୍ରେମର ବଇଁଶୀ କେମିତି ସହିବ ରାଧାର ଦେହ ।
ସଖୀ ଝୁମୁ ଝୁମୁ ବାଜେ ପାଉଁଜି ରାଧା ପାଦରେ
ରାଧା ଠୁମୁରୁ ଠୁମୁରୁ ନାଚେଲୋ କାହ୍ନୁ ଛନ୍ଦରେ ।
ସଖୀ କୁଂଚି କୁଂଚି ପରବତ ଲୋ ଗୋପନଗରେ
ରାଧା ଲୁଚି ଲୁଚି ଖେଳେ ପୁଂଚି ଲୋ କାହ୍ନୁ ସାଥୀରେ ।
ଝି-ମୁହଁ ସଂଞରେ ଫୁଲ ସେଜରେ ,ମୁହଁ ସଂଞରେ ଫୁଲ ସେଜରେ
ପୁ-କଳା କାହ୍ନୁ ଖୋସେ ମଲ୍ଲୀ ଖୋସେ ମଲ୍ଲୀ ରାଧା ଗଭାରେ
ସଖୀ କୁଂଚି କୁଂଚି ପରବତ ଲୋ ଗୋପନଗରେ
ରାଧା ଲୁଚି ଲୁଚି ଖେଳେ ପୁଂଚି ଲୋ କାହ୍ନୁ ସାଥୀରେ ।ା

Músicas más populares de Babul Supriyo

Otros artistas de Film score