Tama Tarare Pakeidebi Huka

Pabitra Entertainment, Nirmal Nayak, Abhijit Majumdar

ପୁ-ଆ....ମୋର ତ ର ରାତି ସାରା ବାର ଲାଇଟ୍ ଦପ ଦପ
ଟିକେ ହଁ କଲେ ଗାପା ପା ନି ନି ଗାପା ପା ନି ନି ।
ହାଁ ମୋର ତ ରାତି ସାରା ବାର ଲାଇଟ୍ ଦପ ଦପ
ମୋର ତ ରାତି ସାରା ବାର ଲାଇଟ୍ ଦପ ଦପ
ଟିକେ ହଁ କଲେ ଟିକେ ହଁ କଲେ ଟିକେ ହଁ କଲେ
ତମ ତାରରେ ପକେଇ ଦେବି ହୁକ ।(୨)ା
ଝି-କୋଉ ପଟେ ଆସିବୁ ଧନ ବାପା ବୋଉ ମୋର ଛକପକ
କୋଉ ପଟେ ଆସିବୁ ଧନ ବାପା ବୋଉ ମୋର ଛକ ପକ ।
ଧରା ପଡି ଗଲେ ଧରା ପଡି ଗଲେ ଧରା ପଡି ଗଲେ
ଏ ପିଠରେ ତୋର ଘସି ଦେବେ ବାଇ ଡଙ୍କ ।
ପୁ-ଇଲୋ ମୋ ବୋଉ ଲୋ ..
ଝି-ଧରା ପଡି ଗଲେ ଧରା ପଡି ଗଲେ ଧରା ପଡି ଗଲେ
ପିଠରେ ତୋର ଘସି ଦେବେ ବାଇ ଡଙ୍କରେ ।
ପୁ-ବେବି ଚୋରା ବତୀ ଚୋରା ପ୍ରୀତି ଭାରି ସୁନ୍ଦର
ଆଲୁଅ ଥରେ ଜଳି ଦେ ମୋର ବଢେ ମିଟର ।
ହେଇଟି ଚୋରା ବତୀ ଚୋରା ପ୍ରୀତି ଭାରି ସୁନ୍ଦର
ଆଲୁଅ ଥରେ ଜଳି ଦେ ମୋର ବଢେ ମିଟର ।
ଝି-ଚୋରୀ ବିଦ୍ୟାକୁ ଅଭ୍ୟାସ କର ଧୀରେ ଧୀରେ ଛାଡି ଯିବ ଡର
ଚୋରୀ ବିଦ୍ୟାକୁ ଅଭ୍ୟାସ କର ଧୀରେ ଧୀରେ ଛାଡି ଯିବ ଡର ।
ପୁ-ହଁ ତାର କୁ ଛୁଇଁ ଦେଲେ ଛାଡି ହୁଏ ଧକ୍ ଧକ୍ ଧକ୍ ଧକ୍
ତାରକୁ ଛୁଇଁ ଦେଲେ ଛାତି ହୁଏ ଧକ୍ ଧକ୍ ।
ଟିକେ ହଁ କଲେ ଟିକେ ହଁ କଲେ ଟିକେ ହଁ କଲେ
ତମ ତାର ରେ ପକେଇ ଦେବି ହୁକ ।
ଝି-ଧରା ପଡି ଗଲେ ଧରା ପଡି ଗଲେ ଧରା ପଡି ଗଲେ
ଏ ପିଠିରେ ତୋର ଘସି ଦେବେ ବାଇ ଡଙ୍କ ।
ଏ ମୋ ମନରେ ତୋ ମନକୁ ହୁକ ପକେଇ ରାତି ସାରା ଦଉ ନାହୁଁ ମତେ ଶୁଏଇ (୨)
ପୁ-ତୋ ରୂପକୁ କିଏ ଗଢିଲା ସେତ ଆଲୁଅ ଠାରୁ ଉଜାଲା
ତୋ ରୂପକୁ କିଏ ଗଢିଲା ସେତ ଆଲୁଅ ଠାରୁ ଉଜାଲା ,ଚାର ମୁଣ୍ଡବାଲା ଲୋ ।
ଝି-ଏ ମୋର ତ ମନ ହୁଏ ତୋ ପାଇଁ କି ଦକ ଦକ
ମୋର ତ ମନ ହୁଏ ତୋ ପାଇଁ କି ଦକ ଦକ ।
ପୁ-ଓ ହୋ.....
ଝି-ମତେ ବାହା ହେଲେ ମତେ ବାହା ହେଲେ ମତେ ବାହା ହେଲେ
ସରିଯିବ ତୋ ଆଲୁଅ ଜଳା ଦୁଃଖ ।
ଏ ମତେ ବାହା ହେଲେ ମତେ ବାହା ହେଲେ ମତେ ବାହା ହେଲେ
ସରିଯିବ ତୋ ଆଲୁଅ ଜଳା ଦୁଃଖ ।
ପୁ-ମୋର ତ ରାତି ସାରା ବାର ଲାଇଟ୍ ଦପ ଦପ
ଝି-ହଁ.....
ପୁ-ମୋର ତ ରାତି ସାରା ବାର ଲାଇଟ୍ ଦପ ଦପ
ଝି-ଆରେ ରେ ରେ..
ପୁ-ଟିକେ ହଁ କଲେ ଟିକେ ହଁ କଲେ ଟିକେ ହଁ କଲେ
ତମ ତାର ରେ ପକେଇ ଦେବି ହୁକ,ପକେଇବି କିଲୋ ।
ଝି-ଧରା ପଡି ଗଲେ ଧରା ପଡି ଗଲେ ଧରା ପଡି ଗଲେ
ହଁ ପିଠିରେ ତୋର ଘସି ଦେବେ ବାଇଡଙ୍କ ।
ପୁ-ମା ଲୋ ଟିକେ ହଁ କଲେ ଟିକେ ହଁ କଲେ ଟିକେ ହଁ କଲେ
ତମ ତାର ରେ ପକେଇ ଦେବି ହୁକ ।
ଝି-ହଉ ପକାଓ.....।।

Curiosidades sobre la música Tama Tarare Pakeidebi Huka del James

¿Quién compuso la canción “Tama Tarare Pakeidebi Huka” de James?
La canción “Tama Tarare Pakeidebi Huka” de James fue compuesta por Pabitra Entertainment, Nirmal Nayak, Abhijit Majumdar.

Músicas más populares de James

Otros artistas de Indie rock